< Return to Video

ହେଲା କି ପ୍ରେମ | Hela Ki Prema | Video Song | Odia Song | Sailendra | Jasmine | Humane | Aseema |Asad

  • 0:05 - 0:06
    Jasmine
  • 0:10 - 0:11
    Yes, papa?
  • 0:11 - 0:13
    Isn't it time for your exams?
  • 0:16 - 0:17
    You're right.
  • 0:18 - 0:20
    Look at the time, where are you?
  • 0:20 - 0:21
    My bike broke down.
  • 1:20 - 1:24
    ଚାଲୁନି ଆଜି ମୁଁ, ଚାଲେ ବାଟ
  • 1:25 - 1:29
    ଦୁନିଆଁ ଲାଗୁଚି ମତେ ଛୋଟ
  • 1:30 - 1:33
    ଖୋଲିନି ଆଜି ମୁଁ ମୋର ଓଠ
  • 1:34 - 1:38
    କିଏ ସେ କେଜାଣି ଗାଏ ଗୀତ
  • 1:39 - 1:43
    ଆକାଶଟା ମାଟି ସାଥେ ମିଶେ ଯଉଠି
  • 1:43 - 1:47
    ମନ ମୋର ହଜିଗଲା ସେଇଠି
  • 1:48 - 1:52
    ସପନକୁ ଆଖି ବସି ଗଢ଼େ ଯଉଠି
  • 1:52 - 1:57
    ନିଦ ମୋର ହଜିଗଲା ସେଇଠି
  • 1:57 - 2:01
    ଏମିତି ହେଲା ମୋ ଜୀବନେ ପ୍ରଥମ
  • 2:02 - 2:06
    କହିଦେ, କହିଦେ, ହେଲା କି ପ୍ରେମ
  • 2:06 - 2:10
    କହିଦେ, କହିଦେ, ହେଲା କି ପ୍ରେମ
  • 2:11 - 2:15
    କହିଦେ, କହିଦେ, ହେଲା କି ପ୍ରେମ
  • 2:15 - 2:20
    କହିଦେ, କହିଦେ, ହେଲା କି ପ୍ରେମ
  • 2:20 - 2:22
  • 2:48 - 2:52
    କିଏ ଦେଲା ମତେ ଛୁଇଁ? ନିଜ ଭିତରେ ମୁଁ ନାହିଁ
  • 2:52 - 2:56
    ସବୁକିଛି ଲାଗିଲା ମତେ ଭଲ
  • 2:57 - 2:59
    ଜାଣି ପାରିଲେନି କେହି
  • 2:59 - 3:02
    ଏତେ ରଙ୍ଗ ବୋଳି ହେଇ
  • 3:02 - 3:06
    କେତେବେଳେ ଫୁଟିଲା ଏଇ ଫୁଲ
  • 3:06 - 3:11
    ଫଗୁଣଟା ଫୁଲ ସାଥେ ଗପେ ଯଉଠି
  • 3:11 - 3:15
    ଗପ ବସି ଲେଖିଲି ମୁଁ ସେଇଠି
  • 3:15 - 3:20
    ଭଅଁରଟା ଗୁଣୁଗୁଣୁ ଗାଏ ଯଉଠି
  • 3:20 - 3:24
    ପାଦ ମୋର ନାଚିଯାଏ ସେଇଠି
  • 3:25 - 3:29
    ଏମିତି ହେଲା ମୋ ଜୀବନେ ପ୍ରଥମ
  • 3:29 - 3:33
    କହିଦେ, କହିଦେ, ହେଲା କି ପ୍ରେମ
  • 3:34 - 3:38
    କହିଦେ, କହିଦେ, ହେଲା କି ପ୍ରେମ
  • 3:39 - 3:43
    କହିଦେ, କହିଦେ, ହେଲା କି ପ୍ରେମ
  • 3:43 - 3:48
    କହିଦେ, କହିଦେ, ହେଲା କି ପ୍ରେମ
  • 4:11 - 4:15
    ନିଜ ନାଁ ମୋର କାହିଁ ମନେ ଆଜି ପଡୁନାହିଁ?
  • 4:15 - 4:20
    କେହି ଯଦି ପଚାରେ ରହେ ତୁନି
  • 4:20 - 4:23
    ଭାବେ ସିନା ଗୋଟେ କଥା,
  • 4:23 - 4:25
    କହେ ଆଉ ଗୋଟେ କଥା
  • 4:25 - 4:28
    କଲା ଏଇ ହୃଦୟ ବେଇମାନି
  • 4:29 - 4:34
    ହୃଦୟଟା ଛାତି ତଳେ ଥାଏ ଯଉଠି
  • 4:34 - 4:39
    ଲୁଚେଇଲି ତତେ ନେଇ ସେଇଠି
  • 4:39 - 4:43
    ଭାବନାଟା ହେଇଯାଏ ସତ ଯଉଠି
  • 4:43 - 4:47
    ମତେ ଖୋଜି ପାଇଲି ମୁଁ ସେଇଠି
  • 4:48 - 4:52
    ଏମିତି ହେଲା ମୋ ଜୀବନେ ପ୍ରଥମ
  • 4:52 - 4:57
    କହିଦେ, କହିଦେ, ହେଲା କି ପ୍ରେମ
  • 4:57 - 5:02
    କହିଦେ, କହିଦେ, ହେଲା କି ପ୍ରେମ
  • 5:02 - 5:06
    କହିଦେ, କହିଦେ, ହେଲା କି ପ୍ରେମ
  • 5:06 - 5:11
    କହିଦେ, କହିଦେ, ହେଲା କି ପ୍ରେମ
  • 5:13 - 5:14
    ‍‍‌‍What time is it?
  • 5:15 - 5:16
    ‌Hurry up.
  • 5:17 - 5:22
    yt@non_sequitor
Title:
ହେଲା କି ପ୍ରେମ | Hela Ki Prema | Video Song | Odia Song | Sailendra | Jasmine | Humane | Aseema |Asad
Description:

more » « less
Video Language:
Odia
Duration:
06:13

Odia subtitles

Incomplete

Revisions